Akruti software is an Indian language software, which is available in both multilingual and bilingual. It is an Indian software that is used only in the Windows environment It comes in a variety of products that meet all types of writing needs and uses With this software, you can easily write all the languages of India or those languages are Hindi, Sanskrit, Marathi, Gujarati, Telugu, Kannada, Tamil, Malayalam, Ngai, Assamese, Oriya, and Punjabi. It does keyboard layouts in all languages in different, different ways.It takes us a while to learn all this: Shapes work comfortably on Windows-95, 98, May, NT, 2000, NT, XP, and works on all current Windows 7, Windows 7,Using this software, you can easily write your native language through a lot of software.MS-Office, PageMaker, CorelDraw, vide editing, Photoshop, femora, Quark Express etc. .Most newspapers, publishers, printers and advertising agencies, central users do And the state government has benefited from the use of this form by offices, banks and financial institutions, railways, airlines, broadcaster media, universities, trade unions, web page designers, public -How to use Akruti Keyword Odia
Now Odia
ଆକୃତି ସଫ୍ଟୱେର୍ ହେଉଛି ଏକ ଭାରତୀୟ ଭାଷା ସଫ୍ଟୱେର୍, ଯାହାଦ୍ୱାରା
ଉଭୟ ବହୁଭାଷୀ ଏବଂ ଦ୍ୱିଭାଷୀ ରେ
ଉପଲବ୍ଧ | ଆକ୍ରୁଟି ସଫ୍ଟୱେର୍ ହେଉଛି ଏକ ଭାରତୀୟ ଭାଷା ସଫ୍ଟୱେର୍, ଉଭୟ ବହୁଭାଷୀ ଏବଂ ଦ୍ୱିଭାଷୀ ଫର୍ମାଟରେ ଉପଲବ୍ଧ | ଏହା ଗୋଟିଏ ଭାରତୀୟ ସଫ୍ଟୱାରେ ଅନୁଷ୍ଠାନ ଅଟେ ଏହା କେବଳ
ୱିଣ୍ଡୋଜ୍ ପରିବେଶରେ ବ୍ୟବହାର ହୋଇଥାଏ
| ଏହା ସମସ୍ତ ପ୍ରକାରରଲେଖା
ଆବଶ୍ୟକତା ଏବଂ ବ୍ୟବହାରକୁ ନେଇ ବିଭିନ୍ନ ଉତ୍ପାଦରେ ଆସିଥାଏ | ଏହି ସଫ୍ଟୱାରେ ଟି ଭାରତର ସମସ୍ତ ଭାଷାକୁ ଅତି ସହଜରେ ଲେଖିପାରି ଥାଏ ବା ସେହିଭାଭାଷା
ଗୁଡିକ ହେଲା ହିନ୍ଦୀ, ସଂସ୍କୃତ,ମରାଠୀ,
ଗୁଜରାଟୀ, ତେଲୁଗୁ, କନ୍ନଡ, ତାମିଲ, ମାଲାୟାଲମ୍ବ,ଙ୍ଗାଳୀ, ଆସାମୀ, ଓଡିଆ, ଏବଂ ପଞ୍ଜାବୀ ଭଳି ଭାଷାଗୁଡ଼ିକୁ ଏକ ଗୁଣାତ୍ମକ ଫଣ୍ଟରେ ଅନ୍ତର୍ଭୁକ୍ତ କରେ | ଏହା ସମସ୍ତ ଭାଷାରେ କିବୋର୍ଡ ଲେଆଉଟ୍ ଅଲଗା,ଅଲଗା ପ୍ରଳାଳୀ ରେ କରିଥାଏ . ଏହି ସବୁ ଶିଖିବାକୁ ଆମକୁ କିଛି ସମୟ ଲାଗିଥାଏ : | ଆକୃତି
ୱିଣ୍ଡୋଜ୍ -95, 98, ମେ, ଏନଟି, 2000,NT ,XP ରେ
ଆରାମରେ କାମକରିଥାଏ
କରେ ଓ ବର୍ତମାନର ସବୁ ୱିଣ୍ଡୋଜ୍
ରେ ଭି କାମ କରିଥାଏ ୱିଣ୍ଡୋଜ୍ 7,ୱିଣ୍ଡୋଜ୍ 8,ୱିଣ୍ଡୋଜ୍ 10
କାର୍ଯ୍ୟ କରେ | ଏହା ବିକୁବ୍ୟବହାର କରି ବହୁତ ସଫ୍ଟୱାରେ ମାଧ୍ୟମରେ ନିଜ ମାତୃ ଭାଷାକୁ ଅତି ସହଜରେ ଲେଖିପାରିବା
ସହି ସଫ୍ଟୱାରେ ହେଲା MS-Office, PageMaker, CorelDraw,
videoed ting ,Photoshop, Fillmore ,Quark Express ଇତ୍ୟାଦି
| ଅଧିକାଂଶ ଖବରକାଗଜ, ପ୍ରକାଶକ,ପ୍ରିଣ୍ଟର୍ ଏବଂବିଜ୍ଞାପନ ଏଜେନ୍ସି, ସେଣ୍ଟ୍ରାଲ୍ ବ୍ୟବହାରକାରୀ ମାନେ କରିଥାନ୍ତି
| ଏବଂ ରାଜ୍ୟ ସରକାର ଅଫିସ୍, ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନ, ରେଳବାଇ, ଏୟାରଲାଇନ୍ସ, ବ୍ରୋଡକାଷ୍ଟ ମିଡିଆ, ବିଶ୍ୱବିଦ୍ୟାଳୟ, ଟ୍ରେଡ ୟୁନିୟନ, ୱେବ୍ ପେଜ ଡିଜାଇନର୍,ପବ୍ଲିକ ସେକ୍ଟର କମ୍ପାନୀ, ଆଇଟି ଟ୍ରେନିଂ ସେଣ୍ଟରମାଗାଜିନ ଇତ୍ୟାଦି
ଏହି ଆକୃତି କୁ ବ୍ୟବହାର କରି ଲାଭବାନ ହୋଇଛନ୍ତି
0 komentar: